ସ୍ରୁକ୍ Sruk
- ସଂ. ବି—(ସ୍ରୁଚ୍ ଶବ୍ଦ; ସ୍ରୁ ଧାତୁ=କ୍ଷରିତ ହେବା+ କରଣ କ୍ୱିପ୍, 1 ମା, 1 ବ) — କାଷ୍ଠନିର୍ମିତ ଯଜ୍ଞପାତ୍ର— ବିଶେଷ; ଏକ ପ୍ରକାର ସ୍ରୁବ — A wooden spoon for pouring ghee unto fire (having a wider mouth than Sruba)
- ସଂ. ବି—(ସ୍ରୁଚ୍ ଶବ୍ଦ; ସ୍ରୁ ଧାତୁ=କ୍ଷରିତ ହେବା+ କରଣ କ୍ୱିପ୍, 1 ମା, 1 ବ) — [ଦ୍ର—ଏହା ବଟପତ୍ରାକାର, ଚକ୍ରାକାର, ଅର୍ଦ୍ଧଚନ୍ଦ୍ରାକୃତି ଓ ଶରାବାଗ୍ର; ଏହା ଭଇଁଚି ବା ଅଶ୍ୱତ୍ଥ କାଠରେ ନିର୍ମିତ ହୁଏ। ଏହା ଦ୍ୱାରା ଘୃତ ଅଗ୍ନିରେ ଢଳାଯାଏ ଓ ସ୍ରୁବ ଅପେକ୍ଷା ଏହା ଚଉଡ଼ା ଓ ମନୁଷ୍ୟର ବାହୁପରିମିତ—ପ୍ରାୟ 1.5 ହାତ ଲମ୍ବ ହୁଏ—ଶବ୍ଦରତ୍ନାବଳୀ। — [ଦ୍ର—ଏହା ବଟପତ୍ରାକାର, ଚକ୍ରାକାର, ଅର୍ଦ୍ଧଚନ୍ଦ୍ରାକୃତି ଓ ଶରାବାଗ୍ର; ଏହା ଭଇଁଚି ବା ଅଶ୍ୱତ୍ଥ କାଠରେ ନିର୍ମିତ ହୁଏ ଏହା ଦ୍ୱାରା ଘୃତ ଅଗ୍ନିରେ ଢଳାଯାଏ ଓ ସ୍ରୁବ ଅପେକ୍ଷା ଏହା ଚଉଡ଼ା ଓ ମନୁଷ୍ୟର ବାହୁପରିମିତ—ପ୍ରାୟ1.5ହାତ ଲମ୍ବ ହୁଏ—ଶବ୍ଦରତ୍ନାବଳୀ
- ସଂ. ବି—(ସ୍ରୁଚ୍ ଶବ୍ଦ; ସ୍ରୁ ଧାତୁ=କ୍ଷରିତ ହେବା+ କରଣ କ୍ୱିପ୍, 1 ମା, 1 ବ) — ସେହି ଛିଦ୍ରବାଟେ ଚାରିଧାରା ହୋଇ ଘିଅ ଅଗ୍ନିରେ ପଡ଼େ। ସାଧାରଣ ଆହୁତି ଦେବାପାଇଁ ସ୍ରୁବ ବ୍ଯବହୃତ ହୁଏ; କିନ୍ତୁ ପୂର୍ଣ୍ଣାହୁତି ଦେବାବେଳେ ସ୍ରୁକ୍ ବ୍ଯବହାର ହୁଏ। ସ୍ରୁବରେ ଅଧଛଟାଙ୍କିଏ ପର୍ଯ୍ୟନ୍ତ ଘିଅ ସମ୍ଭାଏ, କିନ୍ତୁ ସ୍ରୁକ୍ରେ ଅଧପାଏ ବା ତିନି ଛଟାଙ୍କି ଘିଅ ରହିପାରେ। ହୋମ ଶେଷରେ ଅଗ୍ନିରେ ଫଳ (ନାରିକେଳାଦି) ସ୍ଥାପନ କରି ତହିଁ ଉପରେ ସ୍ରୁକ୍ ଦ୍ୱାରା ଘିଅ ଆହୁତି ଦିଆଯାଏ।] — 1.5ହାତ ଲମ୍ବା ଗୋଟିଏ ବାଡ଼ିର ଅଗରେ ଶରାପରି ଚଉଡ଼ା କାଠର ପାତ୍ର ଲାଗିଥାଏ ଓ ଏହି ପାତ୍ରର ଅଗରେ ଚାରିଗୋଟି ଛିଦ୍ର ହୋଇଥାଏ