ସ୍ରା କିସ୍ମିସ୍ Srā kis-mis

  • ବୈଦେ. ବି — କ୍ୱେଟା ଜିଲ୍ଲାରେ ମିଳୁଥିବା ଏକପ୍ରକାର ଫକା ବାଇଗଣୀ ରଙ୍ଗର ଅଙ୍ଗୁର, ଯାହାକୁ ଶୁଖାଇ କରି କିସମିସ କରାଯାଏ [ହି. ଶ.] — A kind of light-violet grapes which are dried into raisins