ସ୍ରଷ୍ଟୃତା Srastrutā

  • ସଂ. ବି (ସ୍ରଷ୍ଟୃନ୍+ଭାବ. ତା, ତ୍ୱ) — ସୃଷ୍ଟି କର୍ମ — The act of creating; the act of the creator; creation
  • ସଂ. ବି (ସ୍ରଷ୍ଟୃନ୍+ଭାବ. ତା, ତ୍ୱ) — ସ୍ରଷ୍ଟା ହେବାର ଅବସ୍ଥା — The state of being the creator or maker