ସ୍ରବନ୍ତୀ Srabantī

  • ସଂ. ବି (ସ୍ରୁ ଧାତୁ+କର୍ତ୍ତୃ ଅତ୍+ଈ) — ନଦୀ — River
  • ସଂ. ବି (ସ୍ରୁ ଧାତୁ+କର୍ତ୍ତୃ ଅତ୍+ଈ) — ବନସ୍ପତିବିଶେଷ — A kind of tree
  • ସଂ. ବି (ସ୍ରୁ ଧାତୁ+କର୍ତ୍ତୃ ଅତ୍+ଈ) — ଓଷଧିଭେଦ (ମେଦିନୀ) — A herb
  • ସଂ. ବିଣ — ସ୍ରବନ୍ର ସ୍ତ୍ରୀଲିଙ୍ଗ — Feminine of Sraban