ସ୍ରଜ୍ୱା Srajwā
- ସଂ. ବି (ସୃଜ୍ ଧାତୁ+କର୍ତ୍ତୃ ବନ୍; ସ୍ରଜ୍ୱନ୍ ଶବ୍ଦ 1 ମା 1 ବଚନ) — ପ୍ରଜାପତି — The Progenitor of mankind
- ସଂ. ବି (ସୃଜ୍ ଧାତୁ+କର୍ତ୍ତୃ ବନ୍; ସ୍ରଜ୍ୱନ୍ ଶବ୍ଦ 1 ମା 1 ବଚନ) — (ସ୍ରଜ୍ ଧାତୁ+ବନ୍)— ରଜ୍ଜୁ; ତନ୍ତୁପଟସଂଘାତ; ବଳା ହୋଇଥିବା ଦଉଡ଼ି — Rope; fibres twisted into a rope
- ସଂ. ବି (ସୃଜ୍ ଧାତୁ+କର୍ତ୍ତୃ ବନ୍; ସ୍ରଜ୍ୱନ୍ ଶବ୍ଦ 1 ମା 1 ବଚନ) — (ସ୍ରଜ୍+ବତ୍; 1 ମା 1 ବ) — (ସ୍ରଜ୍+ବତ୍;1ମା1ବ)
- ସଂ. ବି (ସୃଜ୍ ଧାତୁ+କର୍ତ୍ତୃ ବନ୍; ସ୍ରଜ୍ୱନ୍ ଶବ୍ଦ 1 ମା 1 ବଚନ) — ମାଳାକାର (ହି. ଶ.) — 3. Maker of garlands