ସ୍ରଗ୍ବିଣୀ Sragbiṇī

  • ସଂ. ବିଣ. ସ୍ତ୍ରୀ (ସ୍ରଗ୍ବିନ୍+ଈ) — ସ୍ରଗ୍ବୀର ସ୍ତ୍ରୀଲିଙ୍ଗ — Feminine of Sragbī
  • ସଂ. ବି — ପ୍ରତି ଚରଣରେ 4 ରଗଣ ଥିବା ବୃତ୍ତବିଶେଷ — ପ୍ରତି ଚରଣରେ4ରଗଣ ଥିବା ବୃତ୍ତବିଶେଷ— . Name of a Sanscrit metre
  • ସଂ. ବି — ଦେବୀବିଶେଷ (ହି. ଶ.) — Name of a goddess