ସ୍ରଗ୍ଧରା Sragdharā

  • ସଂ. ବି — ଏକବିଂଶତିଅକ୍ଷରବିଶିଷ୍ଟ ସଂସ୍କୃତ ଛନ୍ଦୋବିଶେଷ — Name of a Sanscrit metre of 2 syllables
  • ସଂ. ବି — ବୌଦ୍ଧ ଦେବୀବିଶେଷ (ହି. ଶ.) — Name of a Buddhist Goddess
  • ବିଣ. ସ୍ତ୍ରୀ — ସ୍ରଗ୍ଧର ସ୍ତ୍ରୀଲିଙ୍ଗ — Feminine of Sragdhara