ସ୍ରଂସିନୀ Sraṁsini

  • ସଂ. ବିଣ. ସ୍ତ୍ରୀ (ସ୍ରଂସିନ୍+ଈ) — ସ୍ରଂସୀର ସ୍ତ୍ରୀଲିଙ୍ଗ — Feminine of Sraṁsī
  • ସଂ. ବି — ପ୍ରସ୍ରଂସିନୀ; ଯୋନିରୋଗ ବିଶେଷ — A kind of disease of the female organ
  • ସଂ. ବି — [ଦ୍ର—ଭାବପ୍ରକାଶ ଅନୁସାରେ ପ୍ରସଙ୍ଗ ସମୟରେ ଆଘାତ ଲାଗିବା ଯୋଗୁ ଯୋନି ବାହାରି ପଡ଼େ ଓ ଗର୍ଭଧାରଣ ହୋଇ ପାରେ ନାହିଁ। ଏ ରୋଗକୁ ସ୍ରଂଶିନୀ ବୋଲାଯାଏ [ହି. ଶ.]