ସ୍ରଂସନା Sraṁsanā

  • ସଂ. ବି [ସ୍ରନଶ୍ ଧାତୁ=ପତିତ ହେବା, ଖସିଯିବା+ଭାବ ଅନ+ଅ] — ସ୍ଖଳନ — Slipping
  • ସଂ. ବି [ସ୍ରନଶ୍ ଧାତୁ=ପତିତ ହେବା, ଖସିଯିବା+ଭାବ ଅନ+ଅ] — ଅଧଃପତନ; ଖସିବା; ପଡ଼ିଯିବା; ଭ୍ରଂଶ — Falling down; dropping down
  • ସଂ. ବି [ସ୍ରନଶ୍ ଧାତୁ=ପତିତ ହେବା, ଖସିଯିବା+ଭାବ ଅନ+ଅ] — ବିଚ୍ୟୁତି — Separation; displacement; dislocation
  • ସଂ. ବି [ସ୍ରନଶ୍ ଧାତୁ=ପତିତ ହେବା, ଖସିଯିବା+ଭାବ ଅନ+ଅ] — ଦେହସ୍ଥ ଊର୍ଦ୍ଧ୍ୱଗତ ଦୋଷକୁ ଅଧୋଦେଶକୁ ଆଣିବା [ସୁଶ୍ରୁତ ଟୀକା] — The act of bringing down a defect from the top of the body downwards
  • ସଂ. ବି [ସ୍ରନଶ୍ ଧାତୁ=ପତିତ ହେବା, ଖସିଯିବା+ଭାବ ଅନ+ଅ] — (+ କରଣ ଅନ) ମଳଭେଦକ ଔଷଧ [ହି. ଶ.] — Cathartic medicine
  • ସଂ. ବି [ସ୍ରନଶ୍ ଧାତୁ=ପତିତ ହେବା, ଖସିଯିବା+ଭାବ ଅନ+ଅ] — (+ ଭାବ ଅନ) ଗର୍ଭପାତ; ଗର୍ଭସ୍ରାବ [ହି. ଶ.] — Miscarriage; abortion
  • ସଂ. ବିଣ — ମଳଭେଦକ (ହି. ଶ.) — Cathartic