ସ୍ମୃତିପଟ Smṛutipaṭa

  • ସଂ. ବି—(ରୂପକ) — (ପଟରେ କୌଣସି କଥା ଲେଖାହେଲା ପରି ସ୍ମୃତିରେ ପୂର୍ବକଥା ଲେଖି ହୋଇ ଯିବାର ତୁଳନା)—ପଟ ବା ସ୍ଲେଟ୍ ସଙ୍ଗେ ତୁଳନା କରାଯିବା ସ୍ମୃତି — Memory compared to a slate or tablet