ସ୍ମୃତିଧର Smṛutidhara

  • ସଂ. ବିଣ. ପୁଂ.—(ସ୍ମୃତି+ଧୃ ଧାତୁ+କର୍ତ୍ତୃ. ଅ) — ସ୍ମୃତିଶକ୍ତି ସମ୍ପନ୍ନ — Of sharp memory
  • ସଂ. ବିଣ. ପୁଂ.—(ସ୍ମୃତି+ଧୃ ଧାତୁ+କର୍ତ୍ତୃ. ଅ) — ବିଦ୍ୱାନ୍ — Learned