ସ୍ମାରକ Smāraka

  • ସଂ. ବିଣ—(ସ୍ମୃ ଧାତୁ ଣିଚ, ସ୍ମାରି ଧାତୁ+କର୍ତ୍ତୃ ଅକ) — ଯେ ବା ଯାହା ସ୍ମରଣ କରାଇ ଦିଏ — Reminding
  • ସଂ. ବିଣ—(ସ୍ମୃ ଧାତୁ ଣିଚ, ସ୍ମାରି ଧାତୁ+କର୍ତ୍ତୃ ଅକ) — ସ୍ମୃତିର ଉଦ୍ବୋଧକ; ସ୍ମୃତି— ଜନକ — Causing remembrance; refreshing the memory