ସ୍ମଲ୍କଜ୍ କୋର୍ଟ Smal-kāj-koṭ

  • ବୈଦେ. ବି—(ଇଂ.) — ଅଳ୍ପ ଦାବୀବିଶିଷ୍ଟ ଦେବାନୀ ମକଦ୍ଦମାମାନଙ୍କର ସଂକ୍ଷିପ୍ତ ଭାବରେ ବିଚାର କରାଯିବା ଅଦାଲତ; କାଜକୋର୍ଟ — Court of small Causes