ସ୍ମାରକ ଫଳକ Smāraka phaḻaka

  • ସଂ. ବି (ଆଧୁନିକ ବ୍ୟବହାର) — କୌଣସି ବିଷୟକୁ, ବ୍ଯକ୍ତିଙ୍କୁ ବା ଘଟନାକୁ ଚିରସ୍ମରଣୀୟ କରିବାପାଇଁ ଯେଉଁ ଫଳକରେ ତଦ୍ବିଷୟ ଲେଖା ହୋଇଥାଏ — Memorial tablet