ସ୍ମରିବା Smaribā

  • ଦେ. କ୍ରି (ପଦ୍ଯ) (ସଂ. ସ୍ମୃ ଧାତୁ) — ମନେ କରିବା — To think of
  • ଦେ. କ୍ରି (ପଦ୍ଯ) (ସଂ. ସ୍ମୃ ଧାତୁ) — [ଉ—ଖରା ସରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ— କବିସୂର୍ଯ୍ୟ, କିଶୋରୀ ଚମ୍ପୂ, ଖ ଗୀତ।]
  • ଦେ. କ୍ରି (ପଦ୍ଯ) (ସଂ. ସ୍ମୃ ଧାତୁ) — ସ୍ମରଣ କରିବା — To recollect
  • ଦେ. କ୍ରି (ପଦ୍ଯ) (ସଂ. ସ୍ମୃ ଧାତୁ) — ମନେ ରଖିବା; ସୁମରିବା — To remember
  • ଦେ. କ୍ରି (ପଦ୍ଯ) (ସଂ. ସ୍ମୃ ଧାତୁ) — [ଉ—ଏହା ଶୁଣି ସ୍ମରିଲେ ଶ୍ରୀ ମଧୁସୂଦନ— କୃଷ୍ଣସିଂହ, ମହାଭାରତ, ସଭା।]