ସ୍ମରାଙ୍କୁଶ Smarānkuṡa

  • ସଂ. ବି — ନଖ (ଶବ୍ଦରତ୍ନାବଳୀ) — Finger-nail
  • ସଂ. ବି — ଲମ୍ପଟ ବ୍ଯକ୍ତି — Adulteror
  • ସଂ. ବି — ପୁରୁଷେନ୍ଦ୍ରିୟ; ଲିଙ୍ଗ (ହି. ଶ.) — Male organ