ସ୍ମରଣ ଶକ୍ତି Smaraṇa ṡakti

  • ସଂ. ବି — ପୂର୍ବାନୁଭୂତ, ପୂର୍ବଶ୍ରୁତ, ପୂର୍ବଦୃଷ୍ଟ ବା ପୂର୍ବ ପଠିତ ବିଷୟକୁ ମନେ ରଖିବାର କ୍ଷମତା; ପୂର୍ବାନୁଭୂତ ବିଷୟ ମନେ ପକାଇବାର କ୍ଷମତା — Memory