ସ୍ମର ସଖ Smara sakha
- ସଂ. ବି—(ବହୁବ୍ରୀହି; ସ୍ମର+ସଖା; ସ୍ମର ଅଟେ ସଖା ଯାହାର) — ସ୍ମରର ସଖା, କନ୍ଦର୍ପର ବନ୍ଧୁ — Friend of Cupid
- ସଂ. ବି—(ବହୁବ୍ରୀହି; ସ୍ମର+ସଖା; ସ୍ମର ଅଟେ ସଖା ଯାହାର) — ଚନ୍ଦ୍ର— (ଶବ୍ଦକଳ୍ପଦ୍ରୁମ) — The moon
- ସଂ. ବି—(ବହୁବ୍ରୀହି; ସ୍ମର+ସଖା; ସ୍ମର ଅଟେ ସଖା ଯାହାର) — ବସନ୍ତ — Spring personified