ସ୍ମର ଧ୍ୱଜ Smara dhwaja
- ସଂ. ବି (ସ୍ମର=କାମଦେବ+ଧ୍ୱଜ=ଚିହ୍ନ, ବହୁବ୍ରୀହି) — ଯୋନି (ଶବ୍ଦରତ୍ନାବଳୀ) — Female organ
- ସଂ. ବି (ସ୍ମର=କାମଦେବ+ଧ୍ୱଜ=ଚିହ୍ନ, ବହୁବ୍ରୀହି) — ଲିଙ୍ଗ (ଶବ୍ଦ କଳ୍ପଦ୍ରୁମ) — Penis
- ସଂ. ବି (ସ୍ମର=କାମଦେବ+ଧ୍ୱଜ=ଚିହ୍ନ, ବହୁବ୍ରୀହି) — ବାଦ୍ୟ (ହେମଚନ୍ଦ୍ର, ହି. ଶ.) — Drum
- ସଂ. ବି (ସ୍ମର=କାମଦେବ+ଧ୍ୱଜ=ଚିହ୍ନ, ବହୁବ୍ରୀହି) — ( 6 ଷ୍ଠୀ ତତ୍) କାମଦେବଙ୍କ ରଥର ଧ୍ୱଜ ବା ପତାକା — (6ଷ୍ଠୀ ତତ୍) କାମଦେବଙ୍କ ରଥର ଧ୍ୱଜ ବା ପତାକା—. The flag of the car of God Cupid
- ସଂ. ବି (ସ୍ମର=କାମଦେବ+ଧ୍ୱଜ=ଚିହ୍ନ, ବହୁବ୍ରୀହି) — (କାମଦେବଙ୍କ ରଥଧ୍ୱଜରେ ଅଙ୍କିତ ଚିହ୍ନ) ମତ୍ସ୍ୟ — Fish. (the sign or figure depicted on the flag of the car of God Cupid)