ସ୍ମର ଦଶା Smara daṡā

  • ସଂ. ବି — କାମଦଶା; କାମାତୁର ବ୍ଯକ୍ତିର କାମନାର ପୂର୍ତ୍ତି ନ ହେବାରୁ ଅନୂଭୂତ ଅବସ୍ଥାମାନ — The phases through which an amorous person passes when frustrated in his or her aim
  • ସଂ. ବି — [ଦ୍ର—କାମଦଶା ଦଶବିଧ ଯଥା— 1 । ନୟନପ୍ରୀତି, 2 । ଚିତ୍ତାସଙ୍ଗ; 3 । ସଂକଳ୍ପ, 4 । ନିଦ୍ରାଚ୍ଛେଦ, 5 । ତନୁତା, 6 । ବିଷୟନିବୃତ୍ତି, 7 । ତ୍ରପାନାଶ, 8 । ଉନ୍ମାଦ 9 । ମୂର୍ଚ୍ଛା, 10 । ମୃତ୍ୟୁ—ଉଜ୍ଜ୍ୱଳନୀଳମଣି।] — [ଦ୍ର—କାମଦଶା ଦଶବିଧ ଯଥା—1 ନୟନପ୍ରୀତି,2 ଚିତ୍ତାସଙ୍ଗ;3 ସଂକଳ୍ପ,4 ନିଦ୍ରାଚ୍ଛେଦ,5 ତନୁତା,6 ବିଷୟନିବୃତ୍ତି,7 ତ୍ରପାନାଶ,8 ଉନ୍ମାଦ9 ମୂର୍ଚ୍ଛା,10 ମୃତ୍ୟୁ—ଉଜ୍ଜ୍ୱଳନୀଳମଣି]
  • ସଂ. ବି — ବିରହାବସ୍ଥା (ହି. ଶ.) — The state of separation from one's lover