ସ୍ମର ଗୁରୁ Smara guru

  • ସଂ. ବି—( 6 ଷ୍ଠୀ ତତ୍; ସ୍ମରଙ୍କ ଗୁରୁ=ପିତା) — ବିଷ୍ଣୁ — Bishṇu
  • ସଂ. ବି—( 6 ଷ୍ଠୀ ତତ୍; ସ୍ମରଙ୍କ ଗୁରୁ=ପିତା) — [ଦ୍ର—ହର କୋପାନଳରେ ଦଗ୍ଧ ହେବା ପରେ ରତିଙ୍କ ପ୍ରାର୍ଥନାରେ ପ୍ରଦତ୍ତ ଶିବଙ୍କ ବରର ଫଳରେ କାମଦେବ ଶ୍ରୀକୃଷ୍ଣଙ୍କ ଔରସରେ ରୁକ୍ମିଣୀଙ୍କ ଗର୍ଭରେ ପ୍ରଦ୍ୟୁମ୍ନ ନାମରେ ଜନ୍ମ ଗ୍ରହଣ କରିଥିଲେ।]