ସ୍ଫୂର୍ତ୍ତି Sphūrtti

  • ସଂ. ବି (ସ୍ଫୁର୍ ଧାତୁ+ଭାବ. ତି; ଉ=ଊ) — ସ୍ଫୁରଣ (ଦେଖ) — Sphuraṇa (See)
  • ସଂ. ବି (ସ୍ଫୁର୍ ଧାତୁ+ଭାବ. ତି; ଉ=ଊ) — ସ୍ପନ୍ଦନ — Throbbing; palpitating
  • ସଂ. ବି (ସ୍ଫୁର୍ ଧାତୁ+ଭାବ. ତି; ଉ=ଊ) — ଉଲ୍ଲାସ; ହର୍ଷ — Joy; delight; ecstacy of joy
  • ସଂ. ବି (ସ୍ଫୁର୍ ଧାତୁ+ଭାବ. ତି; ଉ=ଊ) — ପ୍ରତିଭା — Genius
  • ସଂ. ବି (ସ୍ଫୁର୍ ଧାତୁ+ଭାବ. ତି; ଉ=ଊ) — ପ୍ରଭା — Dazzling
  • ଦେ. ବି — ହର୍ଷଜନିତ ମଉଜ; ଆମୋଦ — Merriment
  • ଦେ. ବି — ଆନନ୍ଦଜନିତ ମନର ଉତ୍ତେଜନା ବା ଶରୀରରେ ପ୍ରକାଶିତ ଚଞ୍ଚଳତା; ଉତ୍ତେଜନା — 3. Buoyancy of spirits and body; exuberance of spirits
  • ଦେ. ବି — ମନର ଚାଞ୍ଚଲ୍ୟ; ଫୂର୍ତ୍ତି — Activity or elasticity of mind
  • ଦେ. ବି — ତ୍ୱଚା — Haste
  • ଦେ. ବି — ଚଞ୍ଚଳ — Active