ସ୍ଫୁର୍ଜକ Sphurjaka

  • ସଂ. (ସ୍ଫୁର୍ଜ୍ଜ୍ ଧାତୁ+କର୍ତ୍ତୃ ଅକ; ନିଆଁରେ ଜଳାଇଲେ ଏହା ଚଡ଼ ଚଡ଼ ଶବ୍ଦ କରେ) — ତିନ୍ଦୁକ ବୃକ୍ଷ; କେନ୍ଦୁ ଗଛ — Disopyrus Glutinosa (tree)