ସ୍ଫୁରିତ Sphurita
- ସଂ. ବିଣ (ସ୍ଫୁର୍ ଧାତୁ+କର୍ତ୍ତୃ. ତ) — କମ୍ପିତ — Trembling
- ସଂ. ବିଣ (ସ୍ଫୁର୍ ଧାତୁ+କର୍ତ୍ତୃ. ତ) — ସ୍ଫୁରଣ ବିଶିଷ୍ଟ — Throbbing
- ସଂ. ବିଣ (ସ୍ଫୁର୍ ଧାତୁ+କର୍ତ୍ତୃ. ତ) — ପ୍ରତିବିମ୍ବିତ — Reflected
- ସଂ. ବିଣ (ସ୍ଫୁର୍ ଧାତୁ+କର୍ତ୍ତୃ. ତ) — ସ୍ଫୁର୍ତ୍ତିବିଶିଷ୍ଟ — Expressed
- ସଂ. ବିଣ (ସ୍ଫୁର୍ ଧାତୁ+କର୍ତ୍ତୃ. ତ) — ସ୍ଫୁର୍ତ୍ତିପ୍ରାପ୍ତ — Shining; exhibited; manifest
- ସଂ. ବି — ସ୍ଫୁରଣ (ଦେଖ) — Sphūraṇa (See)
- ଦେ. ବିଣ — ଉଚ୍ଚାରିତ — Uttered
- ଦେ. ବିଣ — ପ୍ରକଟିତ — Published; proclaimed
- ଦେ. ବିଣ — [ଉ— ବିଭାବରୀ ଶେଷକାଳେ, ସ୍ଫୁରିତ ଶଙ୍ଖ ମଙ୍ଗଳେ, ସ୍ଥୂଳ ଜଙ୍ଘକୁ ତାମ୍ବୁଳେ ତୋଷି—ଭଞ୍ଜ, ବୈଦେହୀଶବିଳାସ]