ସ୍ଫୁରାଇବା Sphurāibā

  • ଦେ. କ୍ରି — ସ୍ଫୁରିବାର ଣିଜନ୍ତ ରୂପ — Causative of Sphuribā
  • ଦେ. କ୍ରି — [ଉ—ପୂରାଅ ଆଶା ସ୍ଫୁରାଅ ଭାଷା—ମଧୁସୂଦନ, ଉତ୍କଳଗାଥା]