ସ୍ଫୁଟ୍ (ଧାତୁ) Sphuṭ (root)
- ସଂ. — ବିକଶିତ ହେବା; [ଫୁଲ] ଫୁଟିବା — To blow; to expand. (said of a flower)
- ସଂ. — ପରିହାସ କରିବା — To joke
- ସଂ. — ବ୍ୟକ୍ତ ହେବା — To be manifested
- ସଂ. — ଫୁଟାଇବା; ଭେଦ କରିବା — To pierce
- ସଂ. — ବିଦୀର୍ଣ୍ଣ ହେବା — To be split
- ସଂ. — ଫାଟିଯିବା — To burst