ସ୍ଫୀତୋଦର Sphītodara

  • ସଂ. ବି — [କର୍ମ] ଫୁଲା ପେଟ — Swollen belly
  • ସଂ. ବି — [ବହୁବ୍ରୀହି] ପେଟ ଫମ୍ପା ରୋଗ — Tympanites
  • ସଂ. ବିଣ. ପୁଂ. [ବହୁବ୍ରୀହି] — ଯାହାର ପେଟ ଫାମ୍ପିଛି — Having the belly swollen