ସ୍ଫୀତ ବକ୍ଷଃ Sphīta bakshaḥ

  • ସଂ. ବି (କର୍ମଧା) — ଫୁଲିଥିବା ଛାତି — Expanded breast
  • ସଂ. ବି (କର୍ମଧା) — ଗର୍ବୋନ୍ନତ ଛାତି — Bloated breast
  • ସଂ. ବିଣ (ବହୁବ୍ରୀହି) ହର୍ଷ ବା ଗର୍ବଦ୍ୱାରା ଯାହାର ଛାତି ଫୁଲି ଉଠିଅଛି; ହର୍ଷୋତ୍ଫୁଲ୍ଲ ବା ଗର୍ବୋତ୍ଫୁଲ୍ଲ — Having one's breast expanded through pride or joy