ସ୍ଫଟିକୋପମ Sphaṭikopama

  • ସଂ. ବିଣ (ବହୁବ୍ରୀହି; ସ୍ଫଟିକ ସଙ୍ଗେ ଉପମା ହୁଏ ଯାହାର) ସ୍ଫଟିକ ସଙ୍ଗେ ତୁଳନୀୟ — Crystal-like
  • ସଂ. ବି — କର୍ପୂର (ହି. ଶ.) — Camphor
  • ସଂ. ବି — ଦସ୍ତା ଧାତୁ (ହି. ଶ.) — Zinc
  • ସଂ. ବି — ଚନ୍ଦ୍ରକାନ୍ତ ମଣି (ହି. ଶ.) — Moonstone