ସ୍ଫଟିକାରୀ Sphaṭikārī

  • ସଂ. ବି — ଫିଟିକିରି — Alum
  • ସଂ. ବି — [ଦ୍ର—ଏହା କଟୁ, ସ୍ନିଗ୍ଧ, ପ୍ରଦର, ମେହ, ମୂତ୍ରକୃଚ୍ଛ୍ର, ବମି ଓ ଶୋଷନାଶକ, ବାତ ପିତ୍ତ କଫ ବ୍ରଣହର, ଯୋନିସଂକୋଚକ ଓ ମୁଖରୋଗରେ ହିତକର। ଏହାଦ୍ୱାରା ସ୍ୱର୍ଣ୍ଣାଦି ଧାତୁର ରଙ୍ଗ ଦୃଢ଼ ହୁଏ।]