ସ୍ପୃହୟାଳୁ Spṛuhayāḻu

  • ସଂ. ବିଣ (ସ୍ପୃହ୍ ଧାତୁ+କର୍ତ୍ତୃ. ଆଳୁ) — ସ୍ପୃହାଶୀଳ; ଲୋଭୀ — Covetous after
  • ସଂ. ବିଣ (ସ୍ପୃହ୍ ଧାତୁ+କର୍ତ୍ତୃ. ଆଳୁ) — ଆକାଙ୍କ୍ଷାଯୁକ୍ତ — Desirous