ସ୍ପୃହ୍ୟ Spṛuhya

  • ସଂ. ବିଣ (ସ୍ପୃହ୍ ଧାତୁ+ କର୍ମ. ଯ) — ଯାହା ପାଇବା ପାଇଁ ସ୍ପୃହା କରାଯାଏ — Desired; wished for; hankered after
  • ସଂ. ବି — ବୀଜପୂର; ଟଭା (ହି. ଶ.) — Citron