ସ୍ପୃହଣୀୟ Spṛuhaṇīya

  • ସଂ. ବିଣ. ପୁଂ. (ସ୍ପୃହ୍ ଧାତୁ ଣିଚ୍= ସ୍ପୃହି ଧାତୁ+କର୍ମ— ଅନୀୟ) — ବାଞ୍ଛନୀୟ — Desirable
  • ସଂ. ବିଣ. ପୁଂ. (ସ୍ପୃହ୍ ଧାତୁ ଣିଚ୍= ସ୍ପୃହି ଧାତୁ+କର୍ମ— ଅନୀୟ) — ଲୋଭନୀୟ — Enviable
  • ସଂ. ବିଣ. ପୁଂ. (ସ୍ପୃହ୍ ଧାତୁ ଣିଚ୍= ସ୍ପୃହି ଧାତୁ+କର୍ମ— ଅନୀୟ) — ଯାହା ଲୋଭ କରିବାର ଉପଯୁକ୍ତ — Fit to be longed for
  • ସଂ. ବିଣ. ପୁଂ. (ସ୍ପୃହ୍ ଧାତୁ ଣିଚ୍= ସ୍ପୃହି ଧାତୁ+କର୍ମ— ଅନୀୟ) — ଶ୍ଳାଘ୍ୟ — Praiseworthy
  • ସଂ. ବିଣ. ପୁଂ. (ସ୍ପୃହ୍ ଧାତୁ ଣିଚ୍= ସ୍ପୃହି ଧାତୁ+କର୍ମ— ଅନୀୟ) — ଆଶ୍ଚର୍ଯ୍ୟ — Wonderful
  • ସଂ. ବିଣ. ପୁଂ. (ସ୍ପୃହ୍ ଧାତୁ ଣିଚ୍= ସ୍ପୃହି ଧାତୁ+କର୍ମ— ଅନୀୟ) — ଚୌରବ ପାଇବାର ଯୋଗ୍ୟ (ହି. ଶ.) — Respectable; honourable