ସ୍ପିରିଟ୍ Spirit
- ବୈଦେ. ବି (ଇଂ. ସ୍ପିରିଟ୍) — ଉଗ୍ରସୁରା; ଅରଖି — Spirit
- ବୈଦେ. ବି (ଇଂ. ସ୍ପିରିଟ୍) — ସୁରାସାର — Essence
- ବୈଦେ. ବି (ଇଂ. ସ୍ପିରିଟ୍) — ମନର ସ୍ଫୂର୍ତ୍ତି; ଦମ୍ଭ; ଉତ୍ତେଜନା — Spirits; intellectual activity
- ବୈଦେ. ବି (ଇଂ. ସ୍ପିରିଟ୍) — ଜୀବନଶକ୍ତି; ଆତ୍ମା — The Vital Force; Soul
- ବୈଦେ. ବି (ଇଂ. ସ୍ପିରିଟ୍) — ଭୂତ — Ghost
- ବୈଦେ. ବି (ଇଂ. ସ୍ପିରିଟ୍) — ଶରୀରସ୍ଥ ଆତ୍ମା — The Soul or Spirit inside the body
- ବୈଦେ. ବି (ଇଂ. ସ୍ପିରିଟ୍) — ସୂକ୍ଷ୍ମ ଶରୀର; ମୃତ୍ୟୁ ପରେ ସ୍ଥୂଳ ଶରୀରରୁ ବାହାରି ଯେଉଁ ଶରୀର ଶୂନ୍ଯରେ ବିଚରଣ କରେ — The astral body