ସ୍ପା Spā

  • ବୈଦେ. ବି (ଇଂ.)—(ବେଲ୍ଜିଅମରେ ସ୍ପା ନାମ ସ୍ୱାସ୍ଥ୍ୟନିବାସର ନାମରୁ) — ଧାତୁମିଶ୍ରିତ ସ୍ୱାସ୍ଥ୍ୟପ୍ରଦ ଜଳପୂର୍ଣ୍ଣ ନିର୍ଝରିଣୀ ଥିବା ସ୍ଥାନ — Spa; a place where there is a mineral spring of water, frequented as a health-resort