ସ୍ପାନିଏଲ୍ Spāniel

  • ବୈଦେ. ବି (ଇଂ. ସ୍ପାନିଏଲ୍) — ଏକ ପ୍ରକାର ବିଲାତି କୁକୁର — Spaniel
  • ବୈଦେ. ବି (ଇଂ. ସ୍ପାନିଏଲ୍) — [ଦ୍ର— ଏ କୁକୁର ଆମ ଦେଶୀ କୁକୁରମାନଙ୍କଠାରୁ ଆକାରରେ ଛୋଟ; ଲୋମ 2। 3 ଇଞ୍ଚ ଲମ୍ବ, କାନ ଝୁଲି ପଡ଼ିଥାଏ, ଦେହ ଧଳା, ନାଲି ବା ଧଳାକଳା ମିଶା ବର୍ଣ୍ଣର ଲୋମରେ ପୂର୍ଣ୍ଣ।] — [ଦ୍ର— ଏ କୁକୁର ଆମ ଦେଶୀ କୁକୁରମାନଙ୍କଠାରୁ ଆକାରରେ ଛୋଟ; ଲୋମ2 3ଇଞ୍ଚ ଲମ୍ବ, କାନ ଝୁଲି ପଡ଼ିଥାଏ, ଦେହ ଧଳା, ନାଲି ବା ଧଳାକଳା ମିଶା ବର୍ଣ୍ଣର ଲୋମରେ ପୂର୍ଣ୍ଣ]