ସ୍ପଷ୍ଟୀଭୂତ Spashṭībhūta

  • ସଂ. ବିଣ (ସ୍ପଷ୍ଟ +ଅଭୂତତଦ୍ଭାବେ ଚ୍ୱି+ ଭୂ ଧାତୁ+କର୍ତ୍ତୃ ତ) — ଯାହା ପୂର୍ବେ ସ୍ପଷ୍ଟ ହୋଇ ନ ଥିଲା, ବର୍ତ୍ତମାନ ସ୍ପଷ୍ଟ ହୋଇଅଛି — Become plain or evident