ସ୍ପର୍ଶଦିଶା Sparṡa diṡā

  • ସଂ. ବି. — ଚନ୍ଦ୍ରର ବା ସୂର୍ଯ୍ୟର ଯେଉଁ ଦିଗରୁ ଗ୍ରହଣର ଛାୟାପାତ ଆରବ୍ଧ ହୁଏ (ହି. ଶ.) — The direction or quarter of the sun or the moon from which the shadow begins to creep into it