ସ୍ପର୍ଦ୍ଧୀ Sparddhī
- ସଂ. ବିଣ. ପୁଂ. (ସ୍ପର୍ଦ୍ଧ୍ ଧାତୁ+ କର୍ତ୍ତୃ. ଇନ୍; ସ୍ପର୍ଦ୍ଧିନ୍ 1 ମା. 1 ବ) ସ୍ପର୍ଦ୍ଧାକାରୀ — Arrogant; defiant
- ସଂ. ବିଣ. ପୁଂ. (ସ୍ପର୍ଦ୍ଧ୍ ଧାତୁ+ କର୍ତ୍ତୃ. ଇନ୍; ସ୍ପର୍ଦ୍ଧିନ୍ 1 ମା. 1 ବ) ଅସ୍ଫାଳନକାରୀ; ବଡ଼ାଇ କରୁଥିବା — Boastful; bragging
- ସଂ. ବିଣ. ପୁଂ. (ସ୍ପର୍ଦ୍ଧ୍ ଧାତୁ+ କର୍ତ୍ତୃ. ଇନ୍; ସ୍ପର୍ଦ୍ଧିନ୍ 1 ମା. 1 ବ) ସଦୃଶ — Similar
- ସଂ. ବି (ଜ୍ୟାମିତି ପରିଭାଷା) — ଯେଉଁ କୋଣ ଏକ ନିର୍ଦ୍ଦିଷ୍ଟ କୋଣ ସଙ୍ଗେ ମିଶିଲେ ଦୁହେଁ ମିଶି 2 ସମକୋଣ ବା 180 ଡିଗ୍ରି ହୁଏ (ହି. ଶ.) — ଯେଉଁ କୋଣ ଏକ ନିର୍ଦ୍ଦିଷ୍ଟ କୋଣ ସଙ୍ଗେ ମିଶିଲେ ଦୁହେଁ ମିଶି2ସମକୋଣ ବା180ଡିଗ୍ରି ହୁଏ (ହି. ଶ.)—(geometry) An angle which when joined to a given angle makes up 180 degrees or two right angles