ସ୍ପନ୍ଦିନୀ Spandinī

  • ସଂ. ବିଣ. ସ୍ତ୍ରୀ (ସ୍ପନ୍ଦିନ୍+ସ୍ତ୍ରୀ. ଈ) — ସ୍ପନ୍ଦୀର ସ୍ତ୍ରୀ ଲିଙ୍ଗ — Feminine of Spandī
  • ଦେ. ବି. ସ୍ତ୍ରୀ — ରଜସ୍ୱଳା ସ୍ତ୍ରୀ (ହି. ଶ.) — A woman in her menses
  • ଦେ. ବି. ସ୍ତ୍ରୀ — କାମଧେନୁ; ସଦା ଦୁଗ୍ଧବତୀ ଗାଭୀ (ହି. ଶ.) — A cow which perpetually gives milk