ସ୍ପଞ୍ଜ୍ Span̄j

  • ବୈଦେ. ବି. (ଇଂ. ସ୍ପଞ୍ଜ୍) — ଏକ ପ୍ରକାର ସାମୁଦ୍ର ଜୀବର ବହୁ— ଛିଦ୍ରମୟ କୋମଳ କମନୀୟ ଅଂଶ — Sponge
  • ବୈଦେ. ବି. (ଇଂ. ସ୍ପଞ୍ଜ୍) — [ଦ୍ର—ଏହାର ଛିଦ୍ରମାନଙ୍କରେ ପାଣି ଶୋଷି ହୋଇ ରହେ ଓ ଚୁପୁଡ଼ି ଦେଲେ ଉକ୍ତ ପାଣି ନିଗିଡ଼ିଯାଏ। ଏହା ଭୂମଧ୍ୟସାଗର ଓ ଆମେରିକାର ନିକଟସ୍ଥ ସମୁଦ୍ରରେ ମିଳେ।]