ସ୍ପଞ୍ଜ୍ ଖିର୍ ମୋହନ Span̄j khir-mohana

  • ଦେ. ବି — ଛେନାରେ ପ୍ରସ୍ତୁତ; ଭିତରେ ବହୁଛିଦ୍ର— ଯୁକ୍ତ ଖିରମେ ହନ ନାମକ ମିଷ୍ଟାନ୍ନ — A kind of sweetmeat
  • ଦେ. ବି — [ଦ୍ର—ଏହି ଖିରମୋହନର ଛିଦ୍ରମାନଙ୍କ ଭିତରେ ବହୁ ପରିମାଣରେ ଶିରା ପଶି ଥାଏ ଓ ଏହା ଖାଇବାକୁ ବଡ଼ ତୃପ୍ତିକର ବୋଧ ହୁଏ।]