ସ୍ନେହିତ Snehita

  • ସଂ. ବିଣ (ସ୍ନେହ+ଇତ) — ସ୍ନେହଯୁକ୍ତ (ହି. ଶ.) — Oily
  • ସଂ. ବିଣ (ସ୍ନେହ+ଇତ) — ସ୍ନେହ ମ୍ରକ୍ଷିତ (ହି. ଶ.) — Oiled
  • ସଂ. ବିଣ (ସ୍ନେହ+ଇତ) — ସ୍ନେହାସ୍ପଦ (ହି. ଶ.) — Beloved
  • ସଂ. ବି — ବନ୍ଧୁ (ହି. ଶ.) — Friend