ସ୍ନେହଶୀଳ Snehaṡīḻa

  • ସଂ. ବିଣ. ପୁଂ. (ବହୁବ୍ରୀହି) — ବାତ୍ସଲ୍ୟପରାୟଣ; ସ୍ନେହମୟ — Affectionate
  • ସଂ. ବିଣ. ପୁଂ. (ବହୁବ୍ରୀହି) — ବତ୍ସଳ ପ୍ରକୃତିବିଶିଷ୍ଟ — Affectionate by nature