ସ୍ନେହପାନ Snehapāna
- ସଂ. ବି ( 6 ଷ୍ଠୀ ତତ୍) — ରୋଗନିବାରଣାର୍ଥ ତୈଳ, ଘୃତ, ଚର୍ବୀ ଆଦିର ପାନ — Drinking of oil etc to allay some disease
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର— ଏତଦ୍ଦ୍ୱାରା ଅଗ୍ନିଦୀପ୍ତ, କୋଷ୍ଠଶୁଦ୍ଧି ହୁଏ। ସ୍ନେହ 4 ପ୍ରକାର— ତୈଳ, ଘୃତ, ବସା ଓ ମଜ୍ଜା। ଖାଲି ତୈଳର ପାନକୁ ସ୍ନେହପାନ, ତେଲ ଓ ଘିଅ ମିଶ୍ରିତ ପାନକୁ ଯାମଳ ସ୍ନେହପାନ, ତେଲ, ଘିଅ ଓ ବସା ମିଶ୍ରିତ ପାନକୁ ତ୍ରିବୃତ୍ ସ୍ନେହପାନ ଓ ତେଲ, ଘୃତ, ବସା ଓ ମଜ୍ଜା ମିଶ୍ରିତ ପାନକୁ ମହା— ସ୍ନେହପାନ ବୋଲାଯାଏ (ହି. ଶ.) — [ଦ୍ର— ଏତଦ୍ଦ୍ୱାରା ଅଗ୍ନିଦୀପ୍ତ, କୋଷ୍ଠଶୁଦ୍ଧି ହୁଏ ସ୍ନେହ4ପ୍ରକାର— ତୈଳ, ଘୃତ, ବସା ଓ ମଜ୍ଜା ଖାଲି ତୈଳର ପାନକୁ ସ୍ନେହପାନ, ତେଲ ଓ ଘିଅ ମିଶ୍ରିତ ପାନକୁ ଯାମଳ ସ୍ନେହପାନ, ତେଲ, ଘିଅ ଓ ବସା ମିଶ୍ରିତ ପାନକୁ ତ୍ରିବୃତ୍ ସ୍ନେହପାନ ଓ ତେଲ, ଘୃତ, ବସା ଓ ମଜ୍ଜା ମିଶ୍ରିତ ପାନକୁ ମହା— ସ୍ନେହପାନ ବୋଲାଯାଏ (ହି. ଶ.)