ସ୍ନେହ ବୀଜ Sneha bīja
- ସଂ. ବି (ରୂପକ) — ବୀଜ ସଙ୍ଗେ ତୁଳନା କରାଯିବା ସ୍ନେହ; କିଆରୀରେ ବୀଜ ବୁଣାଯିବା ପରି ହୃଦୟରେ ବୁଣାଯିବା ସ୍ନେହ — Affection compared to seeds planted in a field
- ସଂ. ବି (ରୂପକ) — ସ୍ନେହର ପ୍ରଥମ ପ୍ରକାଶ — Exhibition or dawning or attachment
- ସଂ. ବି (ରୂପକ) — ସ୍ନେହର କାରଣ — Object or cause of attachment
- ସଂ. ବି (ରୂପକ) — ପିଆଳ ବୃକ୍ଷ (ରାଜ— ନିର୍ଘଣ୍ଟ) — Buchanania Latifolia tree