ସ୍ନେହ ବଳିବା Sneha baḻibā

  • ଦେ. ବି — ଆଗ୍ରହାତିଶଯ୍ୟ ହେବା — Excess or eagerness of attachment
  • ଦେ. ବି — [ଉ— ଶୁଣିବାକୁ ତାହା ମୋର ବଳିଅଛି ସ୍ନେହ— କୃଷ୍ଣସିଂହ, ମହାଭାରତ, ଆଦି।]