ସ୍ନେହ ପ୍ରିୟ Sneha priya

  • ସଂ. ବି (ବହୁବ୍ରୀହି, ସ୍ନେହ =ଶ୍ରଦ୍ଧା ବା ତୈଳ ଅଟେ ପ୍ରିୟ ଯାହାର) — ପ୍ରଦୀପ [ହେମଚନ୍ଦ୍ର] — Oil lamp
  • ସଂ. ବିଣ — ତୈଳ ପ୍ରିୟ — Fond of oil
  • ସଂ. ବିଣ — ଅତ୍ୟନ୍ତ ସ୍ନେହୀ — Very fond or affectionate