ସ୍ନେହ ପୁତ୍ର Sneha putra

  • ସଂ. ବି (ଦେଶଜ ବ୍ଯବହାର) — ପୁତ୍ରପରି ସ୍ନେହପାଳିତ ବ୍ଯକ୍ତି; ଯେ ଜନ୍ମତଃ ପୁତ୍ର ନୁହେଁ, କିନ୍ତୁ ପୁତ୍ର ପରି ସ୍ନେହରେ ପାଳିତ ହୋଇଥାଏ — A person who is brought up by a person as his own son