ସ୍ନେହ ତୁଟ Sneha tuṭa

  • ଦେ. ବିଣ — ଯେଉଁ ମନରୁ କୌଣସି ବ୍ଯକ୍ତି ପ୍ରତି ପୂର୍ବର ସ୍ନେହ ତୁଟି ଯାଇଅଛି — (a mind) Which has lost its former attachment to a person
  • ଦେ. ବିଣ — [ଉ— ଟାଣି ପଛେ ପଦେ କହନ୍ତୁ, କାହିଁକି ମନ କଲୁ ସ୍ନେହତୁଟ?— କବିସୂର୍ଯ୍ୟ, ସଙ୍ଗୀତ।]
  • ଦେ. ବିଣ — ଯେଉଁ ମନରୁ ସ୍ନେହ ଊଣା ହୋଇଅଛି — (a mind) Which has lessened its former love or attachment
  • ଦେ. ବି — ପୂର୍ବ ସ୍ନେହର ଊଣା ହେବା — The abatement of one's former attachment or love
  • ଦେ. ବି — ସ୍ନେହ ବନ୍ଧନର ଛେଦ — Loss of former love or attachment